ବନ୍ଧା ଗହକି Bandhā gahaki

  • ଦେ. ବି. (ସଂ. ବଦ୍ଧ+ଗ୍ରାହକ) — ଯେଉଁ ଗ୍ରାହକ ଏକ ଦୋକାନରୁ ନିୟମିତ ରୂପେ ସଉଦା ନିଏ — Regular customer (of a tradesman)