ବନ୍ଧକୀ Bandhakī
- ସଂ. ବି. ସ୍ତ୍ରୀ—(ବନ୍ଧ ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଈ; ଯେ ପର— ପୁରୁଷର ମନକୁ ବନ୍ଧନ କରେ କିମ୍ବା ଯେ ପର— ପୁରୁଷର ପ୍ରେମରେ ବନ୍ଧା ହୋଇଥାଏ) — ଅସତୀ ସ୍ତ୍ରୀ; ପୁଂଶ୍ଚଳୀ; କୁଳଟା — An adulteress
- ସଂ. ବି. ସ୍ତ୍ରୀ—(ବନ୍ଧ ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଈ; ଯେ ପର— ପୁରୁଷର ମନକୁ ବନ୍ଧନ କରେ କିମ୍ବା ଯେ ପର— ପୁରୁଷର ପ୍ରେମରେ ବନ୍ଧା ହୋଇଥାଏ) — ବନ୍ଧକୀ ସ୍ୱଭାବ ଲୁଟି ପତିବ୍ରତା କଲେ ହଟି ସ୍ତମ୍ଭଟି ମହତ ସୃଷ୍ଟି ତାଙ୍କ ରଖିଲା। ଭଞ୍ଜ, ବୈଦେହୀଶବିଳାସ।
- ସଂ. ବି. ସ୍ତ୍ରୀ—(ବନ୍ଧ ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଈ; ଯେ ପର— ପୁରୁଷର ମନକୁ ବନ୍ଧନ କରେ କିମ୍ବା ଯେ ପର— ପୁରୁଷର ପ୍ରେମରେ ବନ୍ଧା ହୋଇଥାଏ) — ବେଶ୍ୟା — Harlot
- ସଂ. ବି. ସ୍ତ୍ରୀ—(ବନ୍ଧ ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଈ; ଯେ ପର— ପୁରୁଷର ମନକୁ ବନ୍ଧନ କରେ କିମ୍ବା ଯେ ପର— ପୁରୁଷର ପ୍ରେମରେ ବନ୍ଧା ହୋଇଥାଏ) — ବନ୍ଧ୍ୟା ସ୍ତ୍ରୀ — A barren or childless woman
- ସଂ. ବି. ସ୍ତ୍ରୀ—(ବନ୍ଧ ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଈ; ଯେ ପର— ପୁରୁଷର ମନକୁ ବନ୍ଧନ କରେ କିମ୍ବା ଯେ ପର— ପୁରୁଷର ପ୍ରେମରେ ବନ୍ଧା ହୋଇଥାଏ) — ଋଣ ଗ୍ରହଣ କାଳରେ ମହାଜନ ନିକଟ ବନ୍ଧା ରଖା ଯାଇଥିବା ବସ୍ତୁ — Mortgaged property; pledged article
- ସଂ. ବି. ସ୍ତ୍ରୀ—(ବନ୍ଧ ଧାତୁ+କର୍ତ୍ତୃ. ଅକ+ସ୍ତ୍ରୀ. ଈ; ଯେ ପର— ପୁରୁଷର ମନକୁ ବନ୍ଧନ କରେ କିମ୍ବା ଯେ ପର— ପୁରୁଷର ପ୍ରେମରେ ବନ୍ଧା ହୋଇଥାଏ) — ହସ୍ତିନୀ — A female elephant
- ଦେ. ବି. — ବନ୍ଧକ — Mortgage
- ଦେ. ବିଣ — ବନ୍ଧକ ସମ୍ବନ୍ଧୀୟ — Relating to Mortgage