ବନ୍ଧକ ଦାୟ Bandhaka dāya

  • ଦେ. ବି. (କଚିରିଆ) (ସଂ. ବନ୍ଧକ+ଦାୟ) — ଋଣ ଟଙ୍କା ପରିଶୋଧ କରିବା ପାଇଁ
  • ଦେ. ବି. (କଚିରିଆ) (ସଂ. ବନ୍ଧକ+ଦାୟ) — (ବନ୍ଧକ ଦାୟିତ୍ୱ—ଅନ୍ୟରୂପ)
  • ଦେ. ବି. (କଚିରିଆ) (ସଂ. ବନ୍ଧକ+ଦାୟ) — ବନ୍ଧକ ସମ୍ପତ୍ତି ଉପରେ ଥିବା ଦାୟିତ୍ୱ — Mortgage lien; the responsibility attached to a mortgaged property for payment of the mortgage debt
  • ଦେ. ବି. (କଚିରିଆ) (ସଂ. ବନ୍ଧକ+ଦାୟ) — [ଦ୍ର—କୌଣସି ମହାଜନ କୌଣସି ବ୍ୟକ୍ତିର ସମ୍ପତ୍ତି ବନ୍ଧକ ନ ନେଇଥିବା ଅବସ୍ଥାରେ ତାହା ଯେବେ ପୂର୍ବରୁ ଅନ୍ୟ ମହାଜନ ଠାରେ ବନ୍ଧକ ଥାଏ, ତେବେ ପ୍ରଥମୋକ୍ତ ମହାଜନ ଅଦାଲତରେ ନାଲିସ କରି ଖାତକ ଉପରେ ଡିଗ୍ରୀ ହାସଲ କରି ଖାତକର ଉକ୍ତ ସମ୍ପତ୍ତିକୁ ନିଲାମ କରାଇଲେ ଉକ୍ତ ସମ୍ପତ୍ତି ପ୍ରଥମ ବନ୍ଧକଦାର୍ ମହାଜନଙ୍କ ବନ୍ଧକଦାୟ ସହିତ ନିଲାମ ହୁଏ।]