ବନ୍ଧ ବାଡ଼ Bandha bāṟḍ̠a

  • ଦେ. ବି—(ସମାନାର୍ଥକ ସହଚର) — ପାଣିକୁ ଅଟକାଇବା ପାଇଁ ନିର୍ମିତ ବନ୍ଧ ଓ ବାଡ଼ — Embankment and dyke
  • ଦେ. ବି—(ସମାନାର୍ଥକ ସହଚର) — (ଲକ୍ଷଣାର୍ଥ) ବାଧାବିଘ୍ନ; ଅନ୍ତରାୟ — (figurative) obstacle; check