ବନ୍ଦୋବସ୍ତ ଅପିସର୍ Bandobasta apisar

  • ବୈଦେ. ବି (ଫା. ବନ୍ଦୋବସ୍ତର ଇଂ. ଅଫିସର୍) — ବନ୍ଦୋବସ୍ତ ବିଭାଗର ଉଚ୍ଚ ପଦସ୍ଥ ବିଚାରପତି; ସେଟଲମେଣ୍ଟ ହାକିମ — Settlement officer
  • ବୈଦେ. ବି (ଫା. ବନ୍ଦୋବସ୍ତର ଇଂ. ଅଫିସର୍) — [ଦ୍ର—ସର୍ବୋଚ୍ଚ ହାକିମଙ୍କୁ ସେଟଲ୍ମେଣ୍ଟ ଅଫିସର ଓ ନିମ୍ନସ୍ଥ ହାକିମଙ୍କୁ ଆସିଷ୍ଟାଣ୍ଟ ସେଟେଲ୍ମେଣ୍ଟ୍ ଅଫିସର୍ ବୋଲାଯାଏ।]