ବନ୍ଦେଗି Banegi

  • ବୈଦେ. ଅ. (ଫା. ବନ୍ଦଗୀ=ବନ୍ଦ ବା ଗୋଲାମର କର୍ମ; ସମ୍ବୋଧନ ବା ଅଭିବାଦନରେ ବ୍ୟବହୃତ; ତୁଳ. ସଂ. ବନ୍ଦେ) — (ମୁସଲମାନଙ୍କର ନମସ୍କାର) ସଲାମ୍ — Salutation (to thee); Good morning