ବନ୍ଦିଆ Bandiā
- ବୈଦେ. ବି. (ସଂ. ବିନ୍ଦୁ) — ମଥାମଣି — An ornament for the forehead
- ବୈଦେ. ବି. (ସଂ. ବିନ୍ଦୁ) — କର୍ଣ୍ଣାଳଙ୍କାରବିଶେଷ — A kind of ear-ring
- ବୈଦେ. ବି. (ସଂ. ବିନ୍ଦୁ) — କେ ବୋଇଲେ କର୍ଣ୍ଣର ବନ୍ଦିଆ ବନ୍ଦିକି। କୃଷ୍ଣସିଂହ. ମହାଭାରତ. ବନ।
- ବୈଦେ. ବି. (ସଂ. ବିନ୍ଦୁ) — (ସଂ. ବନ୍ଦି; ଫା. ବନ୍ଦୀ) କାରାରୁଦ୍ଧ ବ୍ୟକ୍ତି; ବନ୍ଦି — Prisoner
- ବୈଦେ. ବି. (ସଂ. ବିନ୍ଦୁ) — ବନ୍ଦିଆ ମଣ୍ଡନେ ଶ୍ରବଣେ ତାଳ ପଟ ଘଉଡ଼ି ବନ୍ଦିଆ ନୋହିକି ସେ ଯିବ ଯେଉଁ ନୟନ ପଡ଼ି। ଭଞ୍ଜ, ବୈଦେହୀଶବିଳାସ