ବନ୍ଦିଆଣ Bandiāṇa

  • ଦେ. ବି. (ସଂ. ବନ୍ଦି) — ବନ୍ଦୀ — Prisoner
  • ଦେ. ବି. (ସଂ. ବନ୍ଦି) — ଆହୁରିବି ଢେର ବନ୍ଧିଆଣ ସେ ଘରେ ବନ୍ଦୀ ହୋଇ ପଡ଼ିଛନ୍ତି। ଫକୀରମୋହନ. ଗଳ୍ପସ୍ୱଳ୍ପ।