ବନ୍ଦାପନା Bandāpanā
- ଦେ. ବି. (ସଂ. ବନ୍ଦନ) — ବନ୍ଦାଣ; ବନ୍ଦାଇବା କ୍ରିୟା — The ceremony of saluting a distinguished guest or a newly married couple
- ଦେ. ବି. (ସଂ. ବନ୍ଦନ) — (ଏଥିରେ ବର କନ୍ୟାଙ୍କୁ ବନ୍ଦାପନା କରା ଯାଉ ଥିବାରୁ) ବନ୍ଦାଣ ଘର; ପୁନର୍ବିବାହ; କନ୍ୟା ରଜସ୍ୱଳା ହେବା ପରେ ବର କନ୍ୟାଙ୍କ ସହବାସ ପୂର୍ବରୁ କରାଯିବା କର୍ମ; ଆଶୀର୍ବାଦ— ଘର; ଦ୍ୱିରାଗମନ — The ceremony or ritual of consummation of marriage
- ଦେ. ବି. (ସଂ. ବନ୍ଦନ) — ଶୁଭଯୋଗରେ ସରିଲା ବନ୍ଦାପନା ଦିନ—ଭଞ୍ଜ. ପ୍ରେମସୁଧାନିଧି ।