ବନ୍ତାଳୁ ମାଛ Bantāḻu māchha

  • ପ୍ରାଦେ. (ଗଞ୍ଜାମ) ବି. (ତେଲୁଗୁ ବନ୍ତାଳୁ+ସଂ.ମତ୍ସ୍ୟ) — ଏକ ପ୍ରକାର ସାମୁଦ୍ରିକ ମାଛ — A kind of sea-fish