ବନ୍ ବନ୍କା Ban-bankā

  • ଦେ. ବି — ଏକ ପ୍ରକାର ବନ୍ୟ ପୁଷ୍ପ ଗଛ; ଚନ୍ଦ୍ରମଲ୍ଲିକା — Moon flower; Colonyction Grandiflorum
  • ଦେ. ବି — [ଦ୍ର—ଏ ଫୁଲ ଫୁଟିଲେ ଚନ୍ଦ୍ରଙ୍କ ଗତି ସହିତ ଫୁଲର ସମ୍ମୁଖାଂଶ ବୁଲୁ ଥାଏ; ଏ ଫୁଲ ରାତିରେ ଫୁଟେ ଓ ଦିନରେ ଥାଏ; ଗଛ 2/3 ହାତ ଉଚ୍ଚ।] — [ଦ୍ର—ଏ ଫୁଲ ଫୁଟିଲେ ଚନ୍ଦ୍ରଙ୍କ ଗତି ସହିତ ଫୁଲର ସମ୍ମୁଖାଂଶ ବୁଲୁ ଥାଏ; ଏ ଫୁଲ ରାତିରେ ଫୁଟେ ଓ ଦିନରେ ଥାଏ; ଗଛ2/3ହାତ ଉଚ୍ଚ]