ବନ୍ (ଧାତୁ) Ban (root)

  • ସଂ — ବିସ୍ତୃତ ହେବା; ବ୍ୟାପିବା — To spread
  • ସଂ — ଯାଚ୍ଞା କରିବା — 1. To ask for; to solicit
  • ସଂ — ସେବା କରିବା — To serve
  • ସଂ — ମାଗିବା — To beg
  • ସଂ — ଶବ୍ଦ କରିବା — To sound