ବନୋତ୍ସର୍ଗ Banotsarga

  • ସଂ. ବି. (ବନ+ଉତ୍ସର୍ଗ) — ଦେବମନ୍ଦିର, ବାପୀ, କୂପ, ଉପବନଆଦିର ସର୍ବସାଧାରଣଙ୍କ ବ୍ୟବହାରାର୍ଥ ଉତ୍ସର୍ଗ ବା ଦାନ କର୍ମ (ହି. ଶ.) — Formal dedication of a temple well, tank or park for the use of the public