ବନୀକ Banīka

  • ସଂ. ବିଣ. ପୁଂ. (ବନୀ=ପ୍ରାର୍ଥନା+ଯ+ଅକ; ଯ ଲୋପ; ପ୍ରକୃତି ବାଦ) — ପ୍ରାର୍ଥନାକାରୀ- — Soliciting; begging; solicitous
  • ସଂ. ବି — ଭିକ୍ଷୁକ — A beggar; a mendicant (Apte)