ବନି ବନାଉ (ଓ) Bani banāu (o)

  • ଦେ. ବି.—(ହି; ସଂ—ବନି=ମିଳନ; ହି. ବନାୱ= ମିଳନ ଭାବ) — ବନା ବନି; ସଦ୍ଭାବ — Good relations
  • ଦେ. ବି.—(ହି; ସଂ—ବନି=ମିଳନ; ହି. ବନାୱ= ମିଳନ ଭାବ) — ଦୁଇ ଜଣଙ୍କ ମଧ୍ୟରେ ପଡ଼୍ — Speaking terms between two persons