ବନାଶ୍ରୟ Banāṡraya
- ସଂ. ବି. ( 6 ଷ୍ଠୀ ତତ୍; ବନ+ଆଶ୍ରୟ) — ବନର ଆଶ୍ରୟ — Taking shelter in the forests
- ସଂ. ବି. ( 6 ଷ୍ଠୀ ତତ୍; ବନ+ଆଶ୍ରୟ) — (ବହୁବ୍ରୀହି) ଡାମରା କାଉ — Rook; crow; jackdaw
- ସଂ. ବିଣ. ପୁଂ. (ବହୁବ୍ରୀହି) — ବନବାସୀ — Living in the forests
- ସଂ. ବିଣ. ପୁଂ. (ବହୁବ୍ରୀହି) — ବନଚାରୀ — Moving in the forests
- ସଂ. ବିଣ. ପୁଂ. (ବହୁବ୍ରୀହି) — ବାନପ୍ରସ୍ଥାବଲମ୍ବୀ — Taking to the forests to pass one's old age there