ବନାଳକ୍ତକ Banāḻaktaka

  • ଦେ. ବି. (ବନ+ଅଳକ୍ତକ; ଉପମିତ ସମାସ) — ଗେରୁ — Red chalk; hematate; red ochre
  • ଦେ. ବି. (ବନ+ଅଳକ୍ତକ; ଉପମିତ ସମାସ) — ବ୍ୟାଖ୍ୟାନ କଲି ମୁ ହିଁ ଦ୍ରୋଣ ଚରିତ ବନାଳକ୍ତକ ଚିତ୍ର ଭାବ ଯେମନ୍ତ। ଭଞ୍ଜ. ବୈଦେହୀଶବିଳାସ।