ବନାନ୍ତ Banānta

  • ସଂ. ବି. ( 6 ଷ୍ଠୀ ତତ୍; ବନ+ଅନ୍ତ) — ଅରଣ୍ୟର ପ୍ରାନ୍ତ ଭାଗ — The extremity of a forest
  • ସଂ. ବି. ( 6 ଷ୍ଠୀ ତତ୍; ବନ+ଅନ୍ତ) — ବନ ଭୂମି; ବନ ଦେଶ — Wild tract; wilderness