ବନାନ ଭୁଲ Banāna bhula

  • ଦେ. ବି — ବର୍ଣ୍ଣାଶୁଦ୍ଧି; ଶବ୍ଦରେ ଅଶୁଦ୍ଧ ବର୍ଣ୍ଣବିନ୍ୟାସ — Spelling mistake
  • ଦେ. ବି — [ଯଥା—'ଶ' ସ୍ଥାନରେ 'ସ', 'ଇ' ସ୍ଥାନରେ 'ଈ', 'ଉ' ସ୍ଥାନରେ 'ଊ' ଇତ୍ୟାଦିର ପ୍ରୟୋଗ ।]