ବନାୟୁ Banāyu

  • ସଂ. ବି. (ନାମ) (ତୁଳ. ଫାରସୀ ନାମ ୟୁନାନ୍) — ପ୍ରାଚୀନ ଦେଶବିଶେଷ; ଭାରତବର୍ଷର ପଶ୍ଚିମରେ ଅବସ୍ଥିତ ଆରବ ବା ପାରସ୍ୟ ଦେଶର ପ୍ରାଚୀନ ନାମ; ଯୁନାନ୍ ଦେଶ — The ancient country of Unan (modern Arabia or Persia)
  • ସଂ. ବି. (ନାମ) (ତୁଳ. ଫାରସୀ ନାମ ୟୁନାନ୍) — [ଦ୍ର—ଏ ଦେଶ ଉତ୍କୃଷ୍ଟ ଘୋଟକ ନିମନ୍ତେ ପ୍ରସିଦ୍ଧ ଥିଲା ।]
  • ସଂ. ବି. (ନାମ) (ତୁଳ. ଫାରସୀ ନାମ ୟୁନାନ୍) — ଏ ଦେଶବାସୀ ଜାତି (ହି. ଶ.) — A caste of people inhabiting the Unan country
  • ସଂ. ବି. (ନାମ) (ତୁଳ. ଫାରସୀ ନାମ ୟୁନାନ୍) — (ନାମ) ରାଜା ପୁରୁରବାଙ୍କର ଏକ ପୁତ୍ର — A son of King Pururabā