ବନା ଶାଢ଼ୀ Banā ṡāṟḍ̠ẖī

  • ଦେ. ବି. (ସଂ. ବର୍ଣ୍ଣ+ଶାଟୀ) — ରଙ୍ଗୀନ୍ ଲୁଗା; ଛିଟ — Coloured or spotted cloth; chintz
  • ଦେ. ବି. (ସଂ. ବର୍ଣ୍ଣ+ଶାଟୀ) — ବନା ଶାଢ଼ୀ ଖଣ୍ଡେ ପିନ୍ଧିଲେ ଗୁଡ଼ିଆଇ । କୃଷ୍ଣସିଂହ. ମହାଭାରତ. ବିରାଟ ।