ବନସ୍ଥଳ Banasthaḻa

  • ସଂ. ବି. (ବନ+ସ୍ଥଳ; ସ୍ଥଳୀ; 6 ଷ୍ଠୀ ତତ୍) — ବନଦେଶ; ଅରଣ୍ୟ ପ୍ରଦେଶ — Wild region
  • ସଂ. ବି. (ବନ+ସ୍ଥଳ; ସ୍ଥଳୀ; 6 ଷ୍ଠୀ ତତ୍) — ଅରଣ୍ୟର ଅଂଶବିଶେଷ — A part of a forest
  • ସଂ. ବି. (ବନ+ସ୍ଥଳ; ସ୍ଥଳୀ; 6 ଷ୍ଠୀ ତତ୍) — ବାମଣ୍ଡା—ମଣ୍ଡଳ—ପ୍ରପାତ—ଶୀକର—ସ୍ନାତ ଘନ ବନସ୍ଥଳୀ । ରାଧାନାଥ. ପାର୍ବତୀ ।