ବନସ୍ପତି Banaspati
- ସଂ. ବି. (ବନ+ପତି; ନିପାତନ) — ମହାଦ୍ରୁମ; ବଡ଼ଗଛ — Big tree
- ସଂ. ବି. (ବନ+ପତି; ନିପାତନ) — ପୁଷ୍ପହୀନ ଫଳଦ ବୃକ୍ଷ; ଯେଉଁ ବୃକ୍ଷର ଫୁଲ ପ୍ରକାଶିତ ନ ହୋଇ ଫଳ ଧରେ — Trees producing fruits apparently without flowers or blossoms
- ସଂ. ବି. (ବନ+ପତି; ନିପାତନ) — (ଯଥା—ଅଶ୍ୱତ୍ଥ, ଡିମ୍ବିରି, ବର ।)
- ସଂ. ବି. (ବନ+ପତି; ନିପାତନ) — (ସାଧରଣତଃ) ବୃକ୍ଷ — A tree in general (Apte)
- ସଂ. ବି. (ବନ+ପତି; ନିପାତନ) — ସୋମ ଲତା — The Soma plant (Apte)
- ସଂ. ବି. (ବନ+ପତି; ନିପାତନ) — ଗଛର ଗଣ୍ଡି; ମୁଣ୍ଡି — A stem; trunk (Apte)
- ସଂ. ବି. (ବନ+ପତି; ନିପାତନ) — କଢ଼ି — A beam (Apte);
- ସଂ. ବି. (ବନ+ପତି; ନିପାତନ) — ଖୁଣ୍ଟ — A pole; post (Apte)
- ସଂ. ବି. (ବନ+ପତି; ନିପାତନ) — ବଳି ସ୍ତମ୍ଭ; ଭାକୁଡ଼ି — A sacrificial post (Apte)
- ସଂ. ବି. (ବନ+ପତି; ନିପାତନ) — ବନସ୍ପତିକୁ ପ୍ରଦତ୍ତ ନୈବେଦ୍ୟ — An offering to Banaspati (Apte)
- ସଂ. ବି. (ବନ+ପତି; ନିପାତନ) — କାଠର ଡେଉଁରିଆ — A wooden amulet (Apte)
- ସଂ. ବି. (ବନ+ପତି; ନିପାତନ) — ଫାସୀଖୁଣ୍ଟ — A scaphold (Apte)