ବନଜାକ୍ଷ Banajāksha

  • ସଂ. ବିଣ. ପୁଂ—(ବହୁବ୍ରୀହି; ବନଜ= ପଦ୍ମ+ଅକ୍ଷି) — ପଦ୍ମଲୋଚନ; ଯାହାର ପଦ୍ମ ପରି ସୁନ୍ଦର ନୟନ — Having beautiful eyes like lotus- petals; lotus-eyed