ବନ ମନୁଷ୍ୟ Bana manushya

  • ସଂ. ବି — ବଣ ମଣିଷ; ନରାକୃତି ବାନରବିଶେଷ — Orang-outang; man-like ape
  • ସଂ. ବି — [ଦ୍ର—ଏମାନେ ଦୁଇ ଗୋଡ଼ରେ ମନୁଷ୍ୟପରି ଠିଆ ହୋଇ ପାରନ୍ତି । ଏମାନଙ୍କର ଲାଞ୍ଜ ନାହିଁ ଓ ଗାଲ ଭିତରେ ଖାଦ୍ୟ ରଖିବାର ଥଳି ନାହିଁ । ଏମାନେ ଚାରି ଶ୍ରେଣୀରେ ବିଭକ୍ତ:— ଗରିଲା — Gorilla;ସିମ୍ପାଞ୍ଜି—Chimpanzee;ଓରାଂଆଉଟାଂ— Orangautang;ଗୀବନ୍—Gibbon.]
  • ସଂ. ବି — ବନବାସୀ ବ୍ୟକ୍ତି — A man living in the forest; woodman