ବନ ବାସ Bana bāsa

  • ସଂ. ବି—( 7 ମୀ ତତ୍) — ଅରଣ୍ୟରେ ରହିବା — Forest life
  • ସଂ. ବି—( 7 ମୀ ତତ୍) — ଜନପଦ ତ୍ୟାଗ କରି ବନରେ କାଳଯାପନ କରିବା — Sojourn in the forest
  • ସଂ. ବି—( 7 ମୀ ତତ୍) — ବନବାସରୀତି ଶୁଣି ବନବାସ ନେତ୍ରେ ଆଣି ହୃଦ ମଧ୍ୟେ ରାମ ବିହରିତ । ଭଞ୍ଜ. ବୈଦେହୀଶବିଳାସ ।