ବନ ପ୍ରିୟ Bana priya
- ସଂ. ବିଣ. (ବହୁବ୍ରୀହି; ବନ ଅଟେ ପ୍ରିୟ ଯାହାର) — ଯେ ବଣରେ ବିଚରଣ କରିବାକୁ ସୁଖ ପାଏ — Loving to roam in the forest
- ସଂ. ବି — କୋକିଳ — The cuckoo
- ସଂ. ବି — ସମ୍ବର— ହରିଣ (ହି. ଶ.) — The sambar deer
- ସଂ. ବି — କପୁର କଚୁରୀ (ହି. ଶ.) ଆମ୍ବକସିଆ ଗଦ — Curcuma Amada
- ସଂ. ବି — ବାହାଡ଼ା ଗଛ (ହି. ଶ.) — 3. Barleria Cristata (tree)