ବନ ଚଣ୍ଡାଳ Bana chaṇḍāḻa

  • ବି.—(ସଂ. ବନ+ଚାଣ୍ଡାଳ; ସଂ. ନାମ ଚଣ୍ଡାଳିକା) — ଶିମ୍ବାଦିବର୍ଗର ବର୍ଷାୟୁଃ ବନ୍ୟକ୍ଷୁପବିଶେଷ — Desmodium Gryrans; the telegraph plant
  • ବି.—(ସଂ. ବନ+ଚାଣ୍ଡାଳ; ସଂ. ନାମ ଚଣ୍ଡାଳିକା) — [ଦ୍ର—ଏହାର ଗଛ 2 ହାତ ଉଚ୍ଚ ହୁଏ । ପତ୍ର ତ୍ରିପର୍ଣ୍ଣ । ପାଖର ଦୁଇଟି ପତ୍ର ଗରମ ବେଳେ ବାରଂବାର ମୁଦି ହେଉଥାଏ ଓ ଖୋଲି ଯାଉଥାଏ—ଯୋଗେଶଚନ୍ଦ୍ର ।] — [ଦ୍ର—ଏହାର ଗଛ2ହାତ ଉଚ୍ଚ ହୁଏ ପତ୍ର ତ୍ରିପର୍ଣ୍ଣ ପାଖର ଦୁଇଟି ପତ୍ର ଗରମ ବେଳେ ବାରଂବାର ମୁଦି ହେଉଥାଏ ଓ ଖୋଲି ଯାଉଥାଏ—ଯୋଗେଶଚନ୍ଦ୍ର ]