ବଧି ଧରିବା Badhi dharibā

  • ଦେ. କ୍ରି — ବଞ୍ଚି ରହିବା; ପ୍ରାଣ ଧାରଣ କରିବା — To continue to live
  • ଦେ. କ୍ରି — କୌଣସି ଘଟନା ଦେଖି ବା ଶୁଣି ଛାତି ଧରି ରହିବା ବା ସହିବା — To bear a thing
  • ଦେ. କ୍ରି — (ଯଥା—ଆପଣା ଆଖି ଆଗରେ ଏତେ ନିରୀହ ପ୍ରାଣୀଙ୍କ ବଧ ଦେଖି ତୁ କିପରି ବଧି ଧରିଛୁ?)