ବଧଶାଳୀ Badhaṡāḻī

  • ଦେ. (ପ୍ରାଚୀନ) ବିଣ — ବିନାଶକାରୀ; ହତ୍ୟାକାରୀ — Slaying
  • ଦେ. (ପ୍ରାଚୀନ) ବିଣ — ବିଧୀରେ ତା ବଧଶାଳୀ ବିଧିକେକି ଗୋତ୍ରେ ମିଳି, ଭାବି ବ୍ରହ୍ମପଦ ବିପିନରେ। ଭଞ୍ଜ, ବୈଦେହୀଶବିଳାସ।