ବଦ୍ମାସ୍ Bad-mās
- ବୈଦେ. ବିଣ. (ଫା. ବଦମାଶ୍; ବଦ୍=ମନ୍ଦ+ମଆସ୍= ଅନ୍ୟାୟ ଉପାୟରେ ଜୀବିକା ନିର୍ବାହକାରୀ — Pursuing an immoral or infamous profession
- ବୈଦେ. ବିଣ. (ଫା. ବଦମାଶ୍; ବଦ୍=ମନ୍ଦ+ମଆସ୍= ଦୁଷ୍ଟ; ଦୁର୍ବୃତ୍ତ; ଖେଚେଡ଼ା; କମଣା — Wicked; infamous; wanton
- ବୈଦେ. ବିଣ. (ଫା. ବଦମାଶ୍; ବଦ୍=ମନ୍ଦ+ମଆସ୍= ଚରିତ୍ରହୀନ; ନଷ୍ଟଚରିତ୍ର — Immoral
- ବୈଦେ. ବି. — ମନ୍ଦ ବା ଦୁଷ୍ଟ ବ୍ୟକ୍ତି — Wicked man; a man of evil character; a bad character
- ବୈଦେ. ବି. — ଏବଂ ସେ ଜଣେ ମଶୁର୍ ବଦ୍ମାଏସ ଏବଂ ଜାଲିମବାଜ ଥିବାହାଲତ୍ ଫକୀରମୋହନ—ଛମାଣ ଆଠଗୁଣ୍ଠ।