ବଦ୍ମଙ୍ଗଳ Bad-maṅgaḻa
- ଦେ. ବି—(ଫା. ବଦ୍+ସଂ. ମଙ୍ଗଳ) — ଅମଙ୍ଗଳ; ଅନିଷ୍ଟ ଘଟଣା — Dissaster; the befalling of evil
- ଦେ. ବି—(ଫା. ବଦ୍+ସଂ. ମଙ୍ଗଳ) — ଅମଙ୍ଗଳସୂଚକ ଲକ୍ଷଣ; ଶକୁନ — Evil omen
- ଦେ. ବିଣ. — ଅମଙ୍ଗଳଜନକ — Ominous; portentious
- ଦେ. ବିଣ. ପୁଂ — ଅମଙ୍ଗୁଳିଆ; ଯେଉଁଲୋକର ଉପସ୍ଥିତି ଦ୍ୱାରା କୌଣସି କାର୍ଯ୍ୟରେ ଅଶୁଭ ବା ଅମଙ୍ଗଳ ଘଟେ — One whose presence portends disaster; inauspicious