ବଦ୍ନୀୟତୀ Bad-niyati
- ବୈଦେ. ବିଣ. (ଫା. ବଦ୍ନୀୟତ୍) — ବେଇମାନ୍; ଦଗାବାଜ୍; ଅଣବିଶ୍ୱାସୀ — Perfidious; faithless
- ବୈଦେ. ବିଣ. (ଫା. ବଦ୍ନୀୟତ୍) — କୃତଘ୍ନ — Uagrateful
- ବୈଦେ. ବିଣ. (ଫା. ବଦ୍ନୀୟତ୍) — ପ୍ରଭୁର ଅପକାରୀ — Doing disservice to one's master; false to one's salt
- ବୈଦେ. ବି (ଫା. ବଦ୍ନୀୟତୀ) ବେଇମାନୀ; ଦଗାବାଜୀ; ଅଣବିଶ୍ୱାସୀପଣ — Perfidy; faithlessness
- ବୈଦେ. ବି (ଫା. ବଦ୍ନୀୟତୀ) କୃତଘ୍ନତା — Ingratitude