ବଦ୍ନା Bad-nā
- ଦେ. ବି—(ହିନ୍ଦିରୁ ଅନୁକୃତ; ସଂ. ବର୍ଦ୍ଧନୀ=କଳସ) — ମୁସଲମାନଙ୍କ ବ୍ୟବହୃତ ଗଡ଼ୁ ବା ନଳ ଯୁକ୍ତ ପାନପାତ୍ର — A water-jug with a sprout used by Mahommedans
- ଦେ. ବି—(ହିନ୍ଦିରୁ ଅନୁକୃତ; ସଂ. ବର୍ଦ୍ଧନୀ=କଳସ) — ଘରକୋଣ ଓ ଏଣେତେଣେ ଛିଣ୍ଡାଛାଞ୍ଚୁଣି, ଜଳପୂର୍ଣ୍ଣ ବଦ୍ନା ଫକୀରମୋହନ. ଛଅମାଣ ଆଠଗୁଣ୍ଠ