ବଦ୍ନାମିଆ Badn-āmiā
- ଦେ. ବିଣ. ପୁଂ—(ଫା. ବଦ୍ନାମ୍) — ନିନ୍ଦାଯୁକ୍ତ; ନିନ୍ଦିତ — Blamed
- ଦେ. ବିଣ. ପୁଂ—(ଫା. ବଦ୍ନାମ୍) — ନିନ୍ଦାଯୋଗ୍ୟ; — Blameworthy
- ଦେ. ବିଣ. ପୁଂ—(ଫା. ବଦ୍ନାମ୍) — ଯେ ନିନ୍ଦା ରଟନା କରେ — Vilifying; blasphemous
- ଦେ. ବିଣ. ପୁଂ—(ଫା. ବଦ୍ନାମ୍) — ଯେଉଁ କାର୍ଯ୍ୟରେ ନିନ୍ଦା ପାଇବାକୁ ହେବ — (an act) Bringing dis- credit on the doer