ବଦ୍ନାମ୍ କରିବା Badnām karibā

  • ଦେ. କ୍ରି — କୌଣସି ବ୍ୟକ୍ତିକୁ ନିନ୍ଦା କରିବା — To vilify or traduce a person
  • ଦେ. କ୍ରି — ଅପବାଦ ଦେବା — To defame
  • ଦେ. କ୍ରି — କୌଣସି ବ୍ୟକ୍ତିକୁ ନିନ୍ଦାଭାଗୀ କରିବା — To bring discredit on a person