ବଦ୍ଧପରିକର Baddhāparikara
- ସଂ. ବିଣ. (ବହୁବ୍ରୀହି; ବଦ୍ଧ ହୋଇଅଛି ପରିକର= କଟିବନ୍ଧ ଯାହାର) — ଯାହାର ଅଣ୍ଟାରେ କଟିବନ୍ଧ ଭିଡ଼ା ହୋଇଅଛି; ଦୃଢ଼ୀକୃତ କଟିବନ୍ଧ — Having one's belt tied to the waist; girdled
- ସଂ. ବିଣ. (ବହୁବ୍ରୀହି; ବଦ୍ଧ ହୋଇଅଛି ପରିକର= କଟିବନ୍ଧ ଯାହାର) — (ଲକ୍ଷଣାର୍ଥ) ଦୃଢ଼ପ୍ରତିଜ୍ଞ; କୃତନିଶ୍ଚୟ — (figurative) Resolved; determined to do a work
- ସଂ. ବିଣ. (ବହୁବ୍ରୀହି; ବଦ୍ଧ ହୋଇଅଛି ପରିକର= କଟିବନ୍ଧ ଯାହାର) — କୌଣସି କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ — Prepared to undertake a certain work