ବଦ୍ଧ ଶିଖ Baddha ṡikha
- ସଂ. ବିଣ. ପୁଂ. (ବହୁବ୍ରୀହି; ବଦ୍ଧ ହୋଇଅଛି ଶିଖା ଯାହାର) — ଯେ ମୁଣ୍ଡର କେଶକୁ ବାନ୍ଧି ଅଛି — Having one's hair of the head tied together
- ସଂ. ବି. ପୁଂ — ଶିଶୁ — Child
- ସଂ. ବି. ପୁଂ — ଯେଉଁ ବ୍ରାହ୍ମଣ ଶିଖା ବନ୍ଧନ କରିଅଛି — A Brahmaṇa who has tied his hair into a knot