ବଦ୍ଧ ପାଗଳ Baddha pāgaḻa

  • ଦେ. ବିଣ. ପୁଂ. (ବଙ୍ଗଳାରୁ ଅନୁକୃତ) — ତୁଚ୍ଛା ବାୟା; ପୂର୍ଣ୍ଣରୂପେ ବାୟା — Stark mad
  • ଦେ. ବିଣ. ପୁଂ. (ବଙ୍ଗଳାରୁ ଅନୁକୃତ) — ଅତ୍ୟନ୍ତ ନିର୍ବୋଧ — Utterly foolish