ବଦ୍ ଜବାନ୍ Bad jabān
- ବୈଦେ. ବି (ଫା ବଦ୍ ଜବାନୀ) — ଅଶିଷ୍ଟ ଭାଷା — Filthy or foul language; obscene language
- ବୈଦେ. ବି (ଫା ବଦ୍ ଜବାନୀ) — ଗାଳିମନ୍ଦ — Rebuke; abuse in obscene language; calling evil names
- ବୈଦେ. ବିଣ — ଅଶିଷ୍ଟବାଦୀ — Speaking obscene or uncivil language