ବଦ୍ ଚାଲି Bad chāli

  • ଦେ. ବି — ମନ୍ଦ ଆଚାର ବ୍ୟବହାର — Bad behaviour or conduct
  • ଦେ. ବିଣ — ମନ୍ଦ ଆଚରଣ ବିଶିଷ୍ଟ — Of bad conduct
  • ଦେ. ବିଣ — ବ୍ୟସନାସକ୍ତ — Dissipated