ବଦ୍ ଖିଆଲ୍ Bad khiāl

  • ବୈଦେ. ବି. (ଫା. ବଦ୍ ଖୟାଲ୍) — ମନ୍ଦ ଅଭିପ୍ରାୟ; ଅସତ୍ ଉଦ୍ଦେଶ୍ୟ — Bad intention
  • ବୈଦେ. ବି. (ଫା. ବଦ୍ ଖୟାଲ୍) — ଅସଦାଚରଣ; ଅସଚ୍ଚରିତ୍ର — Bad character; bad conduct
  • ବୈଦେ. ବି. (ଫା. ବଦ୍ ଖୟାଲ୍) — ଅସଚ୍ଚିନ୍ତା — Evil thoughts