ବଦାବଦିହେବା Badābadihebā

  • ଦେ. କ୍ରି. (ପ୍ରାଚୀନ ପ୍ରୟୋଗ) — ପରସ୍ପର କୁହାକୁହିହେବା — To speak mutually; to converse
  • ଦେ. କ୍ରି. (ପ୍ରାଚୀନ ପ୍ରୟୋଗ) — ବଦାବଳି ଯାଇଥିଲେ ଲାଜେ କେହି ଏ ଶୋଭା ହୁଅନ୍ତା ଦର୍ଶନ। ଭଞ୍ଜ ବୈଦେହୀଶବିଳାସ।