ବଦାନ୍ୟ Badānya
- ସଂ. ବିଣ. ପୁଂ—(ବଦ୍ ଧାତୁ=କହିବା+କର୍ତ୍ତୃ— ଅନ୍ୟ; ଯେ ମଧୁର ସମ୍ଭାଷଣ କରେ) — ମଧୁରଭାଷୀ — Sweet—speaking
- ସଂ. ବିଣ. ପୁଂ—(ବଦ୍ ଧାତୁ=କହିବା+କର୍ତ୍ତୃ— ଅନ୍ୟ; ଯେ ମଧୁର ସମ୍ଭାଷଣ କରେ) — ଦାନଶୀଳ; — Liberal; charitable; generous; munificent
- ସଂ. ବିଣ. ପୁଂ—(ବଦ୍ ଧାତୁ=କହିବା+କର୍ତ୍ତୃ— ଅନ୍ୟ; ଯେ ମଧୁର ସମ୍ଭାଷଣ କରେ) — ଉଦାର — Liberal-minded