ବଦାଇବା Badāibā

  • ଦେ. କ୍ରି—(ପଦ୍ୟ) — (ବଦିବା କ୍ରିୟାର ଣିଜନ୍ତରୂପ) — Causative of Badibā)
  • ଦେ. କ୍ରି—(ପଦ୍ୟ) — —ହି. ବଦାନା, ଲଳକାରନା—କୁହାଇବା; ଡକାଇବା — To cause to speak or call
  • ଦେ. କ୍ରି—(ପଦ୍ୟ) — ଯୁଦ୍ଧକୁ ଅନ୍ୟକୁ ଆହ୍ୱାନ କରିବା — To call upon a person to fight; to challenge
  • ଦେ. କ୍ରି—(ପଦ୍ୟ) — ବଦାଇଛି ମଦନ ସମରେ ମୁଁ ଏକା—ଭଞ୍ଜ ବୈଦେହୀଶବିଳାସ।