ବଦଳିବା Badaḻibā

  • ଦେ. କ୍ରି—(ଫା. ବଦଲ୍ନା) — ପରିବର୍ତ୍ତିତ ହେବା — To change; to be changed
  • ଦେ. କ୍ରି—(ଫା. ବଦଲ୍ନା) — ପିନ୍ଧି ଥିବା ଲୁଗାକୁ ପାଲଟିବା — To change clothes; to put off an old and put on a new cloth instead
  • ଦେ. କ୍ରି—(ଫା. ବଦଲ୍ନା) — ଅନ୍ଯଥା ହେବା — To turn otherwise