ବଦଳି Badaḻi

  • ବୈଦେ. ବି—(ଆ. ବଦଲାଇ) — ପରିବର୍ତ୍ତନ — Change
  • ବୈଦେ. ବି—(ଆ. ବଦଲାଇ) — ବିନିମୟ — Exchange; barter
  • ବୈଦେ. ବି—(ଆ. ବଦଲାଇ) — ସ୍ଥାନାନ୍ତର କରଣ — Transfer
  • ବୈଦେ. ବି—(ଆ. ବଦଲାଇ) — ଏକ ସ୍ଥାନରୁ ଚାକିରି ପରିବର୍ତ୍ତରେ ଅନ୍ୟ ସ୍ଥାନରେ ଚାକିରିରେ ନିଯୁକ୍ତି — Transfer of service from one place to another
  • ବୈଦେ. ବି—(ଆ. ବଦଲାଇ) — ପ୍ରତିନିଧି — Deputy; representative; locum tenens
  • ବୈଦେ. ବିଣ — ସ୍ଥାନାନ୍ତରିତ — Transferred from one place to another
  • ବୈଦେ. ବିଣ — ପରିବର୍ତ୍ତିତ — Changed
  • ବୈଦେ. ବିଣ — ପ୍ରତିଦତ୍ତ — Bartered; given or taken in exchange