ବଦଳ ପଡ଼ିବା Badaḻa paṟḍ̠ibā

  • ଦେ. ବି — ଏକାଦିକ୍ରମରେ ବହୁଜଳ ବୃଷ୍ଟିଯୋଗୁଁ କୌଣସି ଅଞ୍ଚଳ ଜଳପୂର୍ଣ୍ଣ ହୋଇ ସବୁଆଡ଼ ବିସ୍ତୀର୍ଣ୍ଣ ଜଳାଶୟପରି ଦେଖାଯିବା — The country being overflooded and turned into a vast sheet of water on account of incessant heavy rain