ବଦଳ କରିବା Badaḻa karibā

  • ଦେ. କ୍ରି — ବିନିମୟ କରିବା; କୌଣସି ବସ୍ତୁ ପରିବର୍ତ୍ତରେ ଅନ୍ୟ ବସ୍ତୁକୁ ଦେବା ବା ନେବା — To barter; to exchange a thing for another