ବଦରୀ ନାରାୟଣ Badarī nārāyaṇa

  • ଦେ. ବି — ବଦ୍ରିକାଶ୍ରମର ଅଧିଷ୍ଠାତା ଦେବ — The presiding Deity of Baidrinārāyaṇa
  • ଦେ. ବି — [ଦ୍ର—ଏହା ବିଷ୍ଣୁ ମୂର୍ତ୍ତି ଅଟେ।]
  • ଦେ. ବି — ବଦରି ନାରାୟଣାଶ୍ରମେ କାନନେ ଚଳ ଯଥାକ୍ରମେ। ଜଗନ୍ନାଥ, ଭାଗବତ।